News portal website
before header
[URIS id=5393]

ଚଣ୍ଡିଖୋଲ ଛକରେ ମାଡିଗଲା ପିସିଆର ଭ୍ଯାନ;ଦୁଇ ଆହାତ!

0 536

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୨୦-୦୯-୨୦୨୨

ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟରେ,ବସକୁ କିଛି ଯାତ୍ରୀ ଅପେକ୍ଷା କରିଥିଲେ।ଦୁଇ ଜଣ ଅପେକ୍ଷାରତ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା ପିସିଆର ଭ୍ଯାନ।ସ୍ଥାନୀୟ ଲୋକେ ଗାଡି ଚକାତଳୁ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।ଘଟଣାସ୍ଥଳରୁ ପିସିଆର ଭ୍ଯାନ ପଳାଇ ଆସିଥିବା ସୂଚନା ରହିଛି।ଭ୍ଯାନଟି ବାଲିଚନ୍ଦ୍ରପୁର ଥାନାର ବୋଲି ଜଣାପଡିଛି।ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

Leave A Reply

Your email address will not be published.